ହିଞ୍ଜିଳି: ହିଞ୍ଜିଳି କାଟୁ ଚାନ୍ଦୁଲି ଗ୍ରାମ ପଞ୍ଚାୟତ ଠାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ, ଯୋଗଦେଲେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର
Hinjili, Ganjam | Sep 15, 2025 ରାଜ୍ୟ ରେ ସରକାର ପରିବର୍ତନ ପରେ ଏବେ ଲାଗୁ ହୋଇଛି ଅନେକ ନୂତନ ନିୟମ. ସେଥିମଧ୍ୟରୁ ପଞ୍ଚାୟତ ସ୍ତରରେ ଲୋକଙ୍କୁ ସେବା ଯୋଗାଇବା ସହ ସେମାନଙ୍କ ସମସ୍ୟା ର ସମଧାନ ପାଇଁ ପଞ୍ଚାୟତ କାର୍ଯ୍ୟଳୟ ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁ ଶ୍ରୀ ସାଗରୀକା ଷଡ଼ଙ୍ଗୀ ଙ୍କ ସହ ସ୍ଥାନୀୟ ତହସିଲଦାର ଓ ବହୁ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ।