ଗଞ୍ଜାମ ଜିଲ୍ଲା ଆସିକା ତହସିଲ ଗ୍ରସ୍ତ କରିଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା l ସେ କାର୍ଯ୍ୟାଳୟ ରେ ପହଁଚି ସରକାର ଙ୍କ ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରିତା ନେଇ ଅନୁଧ୍ୟାନ କରିଥିଲେ l ପରେ ସମସ୍ତ କାଗଜପତ୍ର ର ଯାଞ୍ଚ କରିବା ସହ ସମୀକ୍ଷା କରିଥିଲେ l ଏହି ଅବସରରେ ଆସିକା ତହସିଲଦାର ସଙ୍ଗୀତା ସେଣ, ଅତିରିକ୍ତ ତହସିଲଦାର ଙ୍କ ସମେତ ତହସିଲ ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ l