କୋରାପୁଟ ସହର: ମାନବାର ପଞ୍ଚାୟତ ଝଡିଗୁଡା ଠାରୁ ଗୁଣ୍ଠା ଗୁଡ଼ା ନୁତନ ରାସ୍ତା ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କଲେ କୋରାପୁଟ ବିଧାୟକ ରଘୁରାମ ମାଛ
Koraput Town, Koraput | Sep 13, 2025
କୋରାପୁଟ ବ୍ଳକ୍ ମାନବାର ପଞ୍ଚାୟତ ଠାରେ ଝଡିଗୁଡା ଠାରୁ ଗୁଣ୍ଠା ଗୁଡ଼ା ରାସ୍ତା ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଯାଇଛି। ଆଜି ଅପରାହ୍ନ ୪ଟା...