ବସ୍ତା: ବସ୍ତା ବାର କାଉନସିଲ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ
ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ହତ୍ୟା କରିବା ଘଟଣାର ପ୍ରତିବାଦରେ ଆଜି ଦିନ ସାରା ରାଜ୍ୟର ଆଇନଜୀବୀ ମାନେ ସଂପୂର୍ଣ୍ଣ କଲମ ଛାଡ଼ ଆନ୍ଦୋଳନ କରିଛnti l ରାଜ୍ୟ ଆଇନଜୀବୀ ପରିଷଦର ଜରୁରୀ ବୈଠକ କରି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି| ଏବଂ ରାଜ୍ୟର ସମସ୍ତ ଆଇନଜୀବୀ ସଂପୂର୍ଣ କଲମ ଛାଡ଼ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି | ଏହାକୁ ନେଇ ବସ୍ତା ବାର କାଉନସିଲ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ କରାଯାଇଛି. ଏବଂ ପରିଷଦ ପକ୍ଷରୁ ଦିଆ ଯାଇଥିବା ଦାବି, ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବା, ମୃତ ଆଇନଜୀବୀଙ୍କ ପରିବାରକୁ ୧