ବେପରୁଆ ଗାଡି ଚାଳକକୁ ୬ମାସ କାରଦଣ୍ଡ ସହ ୬ ଜହାର ଟଙ୍କା ଜରିମାନା ପୈଠ କରିବାକୁ ରାୟ ଦେଲେ ଲଖନପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଲ ମାନ୍ୟବର ବିଚାରପତି ବ୍ରଜେଶ ମିଶ୍ର ସିଟି କେଶ ନମ୍ବର ୩୫/୨୦୨୪ ରାୟ ମୁତାବକ ଅଭିଯୁକ୍ତ କୈବଲ୍ୟ ମହାନ୍ତିକୁ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଭିଯୋଗ ଆଧାରରେ ଅଦାଳତ ଅଭିଯୁକ୍ତକୁ ୬ମାସ କାରାଦଣ୍ଡ, ୬ ହଜାର ଟଙ୍କା ଜରିମାନା ରାୟ ଶୁଣାଇ ଥୁବା ବେଳେ ଆର୍ଥିକ ରାଶି ଅନାଦେୟ ହେଲେ ଅଧିକ ୧୦ ଦିନର ସାଧାରଣ କାରାଦଣ୍ଡ ଭାଗିବାକୁ ହେବ ବୋଲି ରାୟ ଦେଇଛନ୍ତି l ଗତ ୨୦୨୪ ଅକ୍ଟୋବର ୨ ତାରିଖ ଦିନ ବିନୋଦ ଗିରି ନାମକ ଜଣେ ବ୍ୟକ୍ତି ତାଙ୍କର ବାଇକର