ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ଆରକ୍ଷୀ ଅଧିକ୍ଷକଙ୍କୁ କାର୍ଯ୍ୟାଳ ୟ ସୂଚନା ଅନୁଯାୟୀ ଦିଲ୍ଲୀର ରେଡିଫୋର୍ଟ ବିସ୍ପୋରଣ ଯୋଗୁଁ ରାଉରକେଲାର ସନିଗ୍ଧ ହୋଟେଲ ଓ ଲଜଚେକିଂ
ନଭେମ୍ବର ୧୦ତାରିଖ ରାତ୍ରି ୧୧ଟା ସମୟର ସୂଚନା ଅନୁଯାୟୀ ରାଉରକେଲା ତଥା ବିଭିନ୍ନ ଥାନା ଅଞ୍ଚଳରେ ଥିବା ହୋଟେଲ ଓ ଲଜ ଗୁଡିକୁ ଚେକିଂ କରାଯାଉଛି