ରାଉରକେଲା ମ୍ୟୁନିସିପାଲଟି: ବ୍ରାହ୍ମଣୀତରଙ୍ଗଥାନା ଅନ୍ତର୍ଗତ ବିରକେରା ପଞ୍ଚାୟତର ରାଣ୍ଟଗ୍ରାମରେ ଥିବା ଝରଣାରେ
ଗାଧୋଇବାବେଳେ ଦୁଇଜଣ ନାବାଳକ ବୁଡି
ଗଲେ
ଅକ୍ଟୋବର ୧୭ ତାରିଖ ଅପରାହ୍ନ ୨ଟା ସମୟରେ ବ୍ରାହ୍ମଣିତରଙ୍ଗ ଥାନାର ସୂଚନା ଅନୁଯାଇ, ରାଉରକେଲା ଏକ ଘରୋଇ ଇଂରାଜୀମାଧ୍ୟମ ସ୍କୁଲର ୬ ଜଣ ଛାତ୍ର ବୁଲିବା ପାଇଁ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବିରକେରା ଗ୍ରାମପଞ୍ଚାୟତର ରାଣ୍ଟ ଗ୍ରାମରେ ଥିବା ଏକ ଝରଣାକୁ ଯାଇ ସେଠାରେ ୬ଜଣ ଛାତ୍ର ଗାଧୋଇବା ବେଳେ, ଦୁଇ ଜଣ ଛାତ୍ର ବୁଡି ନିଖୋଜ ହୋଇଗଲେ, ୪ ଜଣ ଛାତ୍ରଙ୍କୁ ନିକଟସ୍ଥ ଗ୍ରାମବାସୀ ଉଦ୍ଧାର କରିଥିଲେ, ଖବର ପାଇ ଘଟଣାସ୍ଥଳରେ ବିରକେରା ସରପଞ୍ଚ ଏବଂ ପାନପୋଷ ଅଗ୍ନିଶମ ବିଭାଗ ତଥା ସ୍ଥାନୀୟ ପୋଲିସ ପହଁଚି ତଦନ୍ତ ଜାରି ରଖୁବା ସହ ନିଖୋଜ ଥିବା ଛାତ୍ରଙ୍କୁ ଅଗ୍ନିଶମ ବିଭାଗର ଉଧାରକାରୀ ଦଳ kho