ସମ୍ବଲପୁର ମ୍ୟୁନିସିପାଲଟି: ଧନୁପାଲି ଥାନା ଅନ୍ତର୍ଗତ ସରଲାକାନି ସ୍ଥିତ ଅଯୋଧ୍ୟା ବିହାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ଘଟଣା, ସିସିଟିଭି ଭାଇରଲ
ଧନୁପାଲି ଥାନା ଅନ୍ତର୍ଗତ ସରଲାକାନି ସ୍ଥିତ ଅଯୋଧ୍ୟା ବିହାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ଅଭିଯୋଗ l ମିଳିଥିବା ସୂଚନା ଅନୁସାରେ ସରଳାକାନୀ ସ୍ଥିତ ଅଯୋଧ୍ୟା ବିହାର ର ହରିହର ମେହେର ନାମକ ଜଣେ ବ୍ୟକ୍ତିଙ୍କ ଘର ନିକଟରେ କିଛି ଲୋକ ବାଣ ଫୁଟାଉଥିଲେ l ଯାହାକୁ ନେଇ ହରିହର ଓ ଯୁବକ ମାନଙ୍କ ମଧ୍ଯରେ ଝଗଡା କରିବା ସହ ତାଙ୍କୁ ମାଡ଼ ମାରିଥିଲେ l ଯାହାର ସିସିଟିଭି ଆଜି ଭାଇରଲ ହୋଇଛି l ସେପଟେ ପୋଲିସ ଉକ୍ତ ସିସିଟିଭି କୁ ନେଇ ତଦନ୍ତ ଆରମ୍ଭ କରିଛି l