ରବିବାର ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ତୈଳିକ ବଶ୍ୟ ହଳଦିଆ ସାହୁ ସମାଜର ଜନ ଜାଗରଣ ଓ ଉପବିଧୂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି । ଜଗନ୍ନାଥ ମନ୍ଦିରରୁ ମଶାଲ ଗ୍ରହଣ କରି ଶୋଭାଯାତ୍ରାରେ ନେଇ ମଂଚ ନିକଟରେ ସ୍ଥାପନ କରାଯାଇଥିଲା । ଜିଲ୍ଲା ସଭାପତି ନୀଳମଣି ସାଙ୍କୁ ଅଧ୍ଯକ୍ଷତାରେ ଆୟୋଜିତ ଏହି ସଭାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଂଚଳର ତୈଳିକ ବଶ୍ୟ ହଳଦିଆ ସାହୁ ସମାଜର କର୍ମକର୍ତାମାନେ ଯୋଗ ଦେଇଥିଲେ ।