ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କଳ୍ପନା ଛକରେ ହାଇଡ୍ରାମା; ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଆମ ବସ୍ ଜବତ୍ ସହ ବଡ଼ଗଡ଼ ଥାନାରେ ଡ଼୍ରାଇଭର ଅଟକ
Bhubaneswar M Corp, Khordha | Sep 5, 2025
ରାଜଧାନୀ କଳ୍ପନା ଛକରେ ହାଇଡ୍ରାମା । ଖୁଚୁରା ଟଙ୍କା ଫେରାଇବା ପାଇଁ ହାଇଡ୍ରାମା ହୋଇଛି । 90 ଟଙ୍କା ଫେରସ୍ତ ପାଇଁ ଅଫିସ୍ ଡାକିଲେ କଣ୍ଡକ୍ଟର ।...