କୋଟପାଡ: କୋଟପାଡ଼ ଠାରେ ସୈନିକ ସମ୍ମାନ ସମାରୋହରେ ଯୋଗ ଦେଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା l
Kotpad, Koraput | Oct 13, 2025 ସୈନିକ ସମ୍ମାନ ସମାରୋହରେ ଯୋଗ ଦେଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା l ସମବାର ଅପରାହ୍ନ ୨ ଟା ସମୟରେ କୋଟପାଡ଼ ସ୍ଥିତ ଭତ୍ରା ବିକାଶ ପରିଷଦ କାର୍ଯ୍ୟାଳୟରେ ସୈନିକ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ କୋଟପାଡ଼ ବିଧାୟକ ରୁପୁ ଭତ୍ରା ଯୋଗ ଦେଇ ସୈନିକଙ୍କୁ ଉପ ଢ଼ୋକନ ଦେଇ ସାମ୍ମାନୀତ କରାଯାଇଛି l ଏଥିରେ କୋଟପାଡ଼, କୁନ୍ଦୁରା ଏବଂ ବରିଗୁମ୍ମା ଅଂଚଳର ଶତାଧିକ ଜନ ସାଧାରଣ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ନିଜର ଭାଷଣ ରେ ସୌନିକଙ୍କ ଜୀବନ ତ୍ୟାଗ କରି ଦେଶକୁ ସମର୍ପିତ କରିଛନ୍ତି, ସେମାନଙ୍କ ତ୍ୟାଗ, ସାହସ ଓ ସମର୍ପଣକୁ ସ୍ମରଣ କରିଥିଲେ