Public App Logo
Jansamasya
कांग्रेस
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Ipl
Rahulgandhi
Haryana
Cricket
शादी
Crimenews
Kolkata
Aap
Rss
Bareilly
Agra
Politics
जेल
Mumbai
Jodhpur
Amitshah

ବରଗଡ: ଅମ୍ବାପାଲି ଗୋପପୁର କମିଟି ପକ୍ଷରୁ ଶୁଭ ଧ୍ଵଜା ସ୍ଥାପନକୁ ନେଇ ଜରୁରୀ ସୂଚନା ପ୍ରଦାନ କରାଗଲା

ଡିସେମ୍ବର ୧ ତାରିଖ ହେବ ଅମ୍ବାପାଲି ଗୋପପୁର କମିଟି ପକ୍ଷରୁ ଶୁଭ ଧ୍ବଜା ସ୍ଥାପନ | ଶୁକ୍ରବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ଗୋପପୁର ଧନୁଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି | ଆସନ୍ତା ୨୪ ଡିସେମ୍ବର ବରଗଡ଼ରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା | ତେବେ ଗତ ୨୪ ତାରିଖ ମଥୁରା ନଗରୀରେ କଂସ ମହାରାଜଙ୍କ ଦ୍ୱାରା ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଥିବା ବେଳେ ଆସନ୍ତା ନଭେମ୍ବର ୧ ତାରିଖ ଅମ୍ବାପାଲି କମିଟି ପକ୍ଷରୁ ଶୁଭ ଧ୍ବଜା ସ୍ଥାପନ କରାଯିବ ବୋଲି ସୂଚନା ଦିଆଯାଇଛି ।