ଆସନ୍ତା 23 ତାରିଖ ରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଶତ ବାର୍ଷିକ ଖିଣ୍ଡାରେ ଅନୁଷ୍ଠିତ ହେବାକୁ ଯାଉଛି l ତେବେ ଏହି କାର୍ଯ୍ୟକ୍ରମରେ ବାବୁଲୁ ରାଉତ ନାମକ ଜଣେ ବ୍ୟକ୍ତି ଗଣ୍ଡଗୋଳ କରିବାର ଆଶଙ୍କା ଦେଖାଦେଇଛି l ଏ ନେଇ ଆଜି ଲାଲ ବିରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀ ମାନେ ଠେଲକୋଲୋଇ ଥାନାରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି l ଏ ନେଇ ଆଜି ରାତି 10ଟାରେ ସମ୍ବଲପୁର ସଦର ଏସଡିପିଓ ସୂଚନା ଦେଇଛନ୍ତି l