ସମ୍ବଲପୁର ମ୍ୟୁନିସିପାଲଟି: ରାଜଧାନୀ ନୁଆଦିଲ୍ଲୀ ଠାରେ ବୋମା ବିସ୍ପୋରଣ ପରେ ଏବେ ସାରା ଦେଶରେ ହାଇ ଆଲର୍ଟ ଜାରି
ରାଜଧାନୀ ନୁଆଦିଲ୍ଲୀ ଠାରେ ବୋମା ବିସ୍ପୋରଣ ପରେ ଏବେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ଏହି କ୍ରମରେ ଆଜି ସମ୍ବଲପୁର ଧନୁପାଲି ପୋଲିସ ପକ୍ଷରୁ ମଧ୍ୟ ହାଇ ଆଲର୍ଟ ଜାରି ହୋଇଛି l ସହରର ସମସ୍ତ ହୋଟେଲ ଗୁଡିକରେ ଯାଞ୍ଚ ଆରମ୍ଭ ହୋଇଛି l ବାହାର ରାଜ୍ୟ ରୁ ଯଦି କେହି ଆସିଛନ୍ତି ତାହେଲେ ତାଙ୍କର ଆଇଡି ପ୍ରୁଫ ଦେଖୁଛନ୍ତି l ସନ୍ଦେହ ହେଲେ ହୋଟେଲ ରୁମ ମାନଙ୍କରେ ମଧ୍ୟ ଚେକିଂ କରାଯଉଛି l,