ଅନୁଗୋଳ: ଶ୍ୟାମସୁନ୍ଦରପୁର ନାବାଳିକା ହତ୍ୟା ଘଟଣାରେ ଅପରାଧୀଙ୍କୁ ଗିରଫ ଦାବୀରେ ଏସିପି ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଏସପି ଙ୍କୁ ଦାବୀ ପତ୍ର ପ୍ରଦାନ
Anugul, Angul | Sep 13, 2025
ଶ୍ୟାମସୁନ୍ଦରପୁର ନାବାଳିକା ହତ୍ୟା ଘଟଣା ଅପରାଧୀଙ୍କୁ ଗିରଫ ଓ କଠୋର ଦଣ୍ଡ ଦାବିରେ "ପ୍ରଗତିଶୀଳ ନାଗରିକ ମଞ୍ଚ' ପକ୍ଷରୁ ଏସ୍.ପି.ଙ୍କୁ...