ଭଦ୍ରକ ଗ୍ରାମାଞ୍ଚଳ: ୫ ନମ୍ବର ୱାର୍ଡ ରେ ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ ଖବର ପାଇ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ବିଧାୟକ
Bhadrak Rural, Bhadrak | Aug 21, 2025
ପୌରପାଳିକା ୫ ନମ୍ବର ୱାର୍ଡ ନିବାସୀ ବରିଷ୍ଠ ସାମ୍ବାଦିକ ଶ୍ରୀ ସଞ୍ଜୟ ଦାସଙ୍କ ମାତୃଦେବି ଶ୍ରୀମତି କୁସୁମଲତା ଦାସଙ୍କ ଦେହାବସାନ ସମ୍ବାଦ ପାଇ...