ରାଉରକେଲା ମ୍ୟୁନିସିପାଲଟି: ପୂର୍ବ ରେଳପଥର ରାଉରକେଲା ରେଳଷ୍ଟେ ସନ ଲାଇନକୁ ବହୁବିପଦପୂର୍ଣ୍ଣ ସ୍ଥିତିରେ ପାର
ହେଉଛନ୍ତି ସ୍କୁଲ ଛାତ୍ରଛାତ୍ରୀ ସମେତ ବହୁ
ଜନସାଧାରଣ
ଅକ୍ଟୋବର ୧୪ତାରିଖ ପ୍ରତ୍ୟେକ ଦିନ ଭୋର ୪ଟାରୁ ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ରାଉରକେଲା ଷ୍ଟେସନକୁ ଗୋପବନ୍ଧୁପାଲି, ମଧୁସୂଦନପାଲି ତଥା ଜନସାଧାରଣ ହଜାର ହଜାର ସଂଖ୍ୟାରେ ଏପଟୁ ସେପଟକୁ ଓ ସେପଟୁ ଏପଟକୁ ଯିବା ଆସିବା କରିଥାନ୍ତି, ନିକଟରେ ଡେଲି ମାର୍କେଟର ପରିବା ମଣ୍ଡି, ମାଛ ଗୋଦାମ, ରାସନ ସାମଗ୍ରୀ ଗୋଦାମ ସହ ସିଟି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଗଣ, ରେଲୱେ କଲୋନୀ, ଟିମ୍ବର କଲୋନୀରୁ ପିଲାମାନେ ପଢିବା ପାଇଁ ରେଳ ଲାଇନ ପାରହୋଇ ଯିବା ଆସିବା କରଥାନ୍ତି