ଲାଞ୍ଜିଗଡ: ଲାଞ୍ଜିଗଡ କ୍ଷେତ୍ରୀୟ ପାଇକ ସମାଜ କୁ ସୋସିଆଲ ମିଡ଼ିଆ ଅଶ୍ଳୀଳ ଭାଷାରେ ଗାଳି ଲାଞ୍ଜିଗଡ଼ ଥାନାରେ ଅଭିଯୋଗ I
ଲାଞ୍ଜିଗଡ ସ୍ଥିତ ପ୍ରଧାନୀ ପଡ଼ାର ମହେନ୍ଦ୍ର ଦଳେଇଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ମଶାଣି କୁ ନେବା ପାଇଁ କିଏ ଆସିନଥିଲେ।ପରେ ମୃତ୍ୟୁକଙ୍କ ସମ୍ପର୍କକୀୟ ତିନି ଯୁବତୀ ଶବ ସତ୍କାର ପାଇଁ ବାହାରି ଶବ ନେଇ ଶ୍ମଶାନ ଯାଇଥିଲେ I ଏହି ଖବର ସୋସିଆଲ ମିଡିଆରେ ଘୁରି ବୁଲିବା ପରେ କ୍ଷତ୍ରୀୟ ପାଇକ ସମାଜ କୁ କିଛି ଯୁବକ ଅଶ୍ଳୀଳ ଭାଷାରେ ମନ୍ତବ୍ୟ ଦେଇଥିଲେ Iଏହାକୁ ନେଇ ଲାଞ୍ଜିଗଡ କ୍ଷତ୍ରିୟ ପାଇକ ସମାଜ ପକ୍ଷରୁ ଏତଲା ଯାଇଛି ଅଭିଯୋଗ ପରେ ଲାଞ୍ଜିଗଡ ପୁଲିସ ପକ୍ଷରୁ ତଦନ୍ତ ଜାରି ରଖିଥିବା ଥିବା ସୁଚନା।