ରାଉରକେଲା ମ୍ୟୁନିସିପାଲଟି: ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ଦାବିରେ ରାଉରକେଲାର ବିମାନ ବନ୍ଦର ଆକ୍ସନ କମିଟି ଜାନୁଆରୀ ୧ ରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଗଣଧାରଣା ଦେବା ସୂଚନା
ରାଉରକେଲା ବିମାନବନ୍ଦର action କମିଟି ଜାନୁଆରୀ ୧, ୨୦୨୬ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଛି, ଯେଉଁଥିରେ ବିମାନବନ୍ଦରର ଉନ୍ନତିକରଣ, ୪ସି ଲାଇସେନ୍ସ, ଇନଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ (ILS) ଏବଂ ନାଇଟ୍ ଲ୍ୟାଣ୍ଡିଂ ସିଷ୍ଟମ (NLS) ସ୍ଥାପନ ଏବଂ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (AAI)କୁ ମାଲିକାନା ହସ୍ତାନ୍ତର ଦାବି କରାଯାଇଛି।ଏନେଇ ରାଉରକେଲା ଆକ୍ସନ କମିଟି ତରଫରୁ ସୋମବାର ସଂନ୍ଧ୍ଯାରେ ସୂଚନା ଦିଆଯାଇଛି।