ବୁର୍ଲା ପାଓ୍ୱାର କେନାଲ ରୁ ଆଜି ଜଣେ ଅଜଣା ମହିଳା ଙ୍କ ମୃତେ ଦେହ ଅଗ୍ନିଶମ ବାହିନୀ ସହାୟତାରେ ବୁର୍ଲା ପୁଲିସ ଉଦ୍ଧାର କରିଛି । ମୃତ ମହିଳା ଙ୍କ ପରିଚୟ ଜଣାପଡିନଥିବା ବେଳେ ତାଙ୍କ ଆନୁମାନିକ ବୟସ ୪୦ ଉପରେ ବୋଲି ଅନୁମାନ କରାଯାଉଛି । ତେବେ ମୃତଦେହ ଭିମସାର ରେ ରଖାଯାଇଛି l ମିଳିଥିବା ସୂଚନା ମତେ ଆଜି ସକାଳୁ ପାଓ୍ୱାର ଚାନେଲ ରେ ଜଣେ ମହିଳା ଙ୍କ ମୃତ ଦେହ ଭାସି ଭାସି ଯାଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ତୁରନ୍ତ ଘଟଣା ସମ୍ପର୍କରେ ବୁର୍ଲା ପୁଲିସ ସୂଚନା ପାଇଁ ଅଗ୍ନିଶମ ବାହିନୀ ସହାୟତା ରେ ମୃତ ଦେହ କୁ ସହରର ବିଷ୍ନୁମନ୍ଦିର ପଡା ଘାଟ ରୁ ଉଦ୍ଧାର କରିଥିଲା । ତେବେ ମହିଳା ଙ୍କ