ଅକ୍ଟୋବର ୨୮ତାରିଖ ସମୟ ପ୍ରାୟ ପୂର୍ବାହ୍ନ ୧୧ଟା ୫୦ ମିନିଟ ପଖାପାଖି ପାନପୋଷ ହକିଚ୍ଛକ ନିକଟରେ ନିର୍ମାଣ କରାଯାଇଥିବା ଜନଜାତି ସଂଗ୍ରାହଳାୟକୁ ପରିଦର୍ଶନ କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଆଗକୁ ଡିସେମ୍ବର ୨୦୨୫ରେ ଜନଜାତି ସଂଗ୍ରାହଳାୟକୁ ଭାରତର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଉଦଘାଟନ କରିବାକୁ ଥିବାରୁ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପରିଦର୍ଶନରେ ଆସି ନିର୍ମାଣକାର୍ଯ୍ୟକୁ ଦେଖି ସନ୍ତୁଷ୍ଟି ପ୍ରକାଶ କରିଥିଲେ, ସଂଗ୍ରାହାଳୟ ପରିଦର୍ଶନ ବେଳେ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଉରକେଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାସ, ବିଜେପି