ଝାରସୁଗୁଡା: ବର୍ଷା ଏବଂ ବଜ୍ରପାତକୁ ଦୃଷ୍ଟିରେ ରଖି ଆଜି ଝାରସୁଗୁଡା ଜିଲ୍ଲାକୁ ଇୟେଲୋ ୱାରନିଙ୍ଗ ଜାରି କରିଛି ପାଣିପାଗ ବିଭାଗ l
ବର୍ଷା ଏବଂ ବଜ୍ରପାତକୁ ଦୃଷ୍ଟିରେ ରଖି ଆଜି ଝାରସୁଗୁଡା ଜିଲ୍ଲାକୁ ଇୟେଲୋ ୱାରନିଙ୍ଗ ଜାରି କରିଛି ପାଣିପାଗ ବିଭାଗ l ଝାରସୁଗୁଡା ଜିଲ୍ଲାର କିଛି ସ୍ଥାନରେ ପବନ, ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି lବର୍ଷାକୁ ଦୃଷ୍ଟି ରେ ରଖି ଆଜି ବୁଧବାର ସକାଳ ୮ ଟା ୩୦ ଆସନ୍ତାକାଲି ଗୁରୁବାର ସକାଳ ୮ ଟା ୩୦ ଯାଏଁ ପାଣିପାଗ ବିଭାଗ ପକ୍ଷରୁ ଝାରସୁଗୁଡା ଜିଲ୍ଲା କୁ ଇୟେଲୋ ୱାରନିଙ୍ଗ ଜାରି କରାଯାଇଛି