୦୧.୧୨.୨୦୨୫ ଦିନ ଅପରାହ୍ନ ୨.୦୭ ସମୟରେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ସୋଲଡ଼ା ଗ୍ରାମର ଭାଗ୍ୟଲକ୍ଷ୍ମୀ ବେହେରା (୨୩), ପତ୍ନୀ ବିଜୟା ବେହେରା, ଥାନାରେ ହାଜର ହୋଇ ଏକ ଲିଖିତ ରିପୋର୍ଟ ପ୍ରଦାନ କରିଥିଲେ ଯେ ଗତ ୨୬.୧୧.୨୦୨୫ ସକାଳ ପ୍ରାୟ ୦୮.୩୦ ସମୟରେ ତାଙ୍କ ମାଆ ଅନୁପମା ବେହେରା (୪୯) OD-୧୯ଡି-୩୦୩୧ ନମ୍ବର ସୁଲୁ ବସ୍ ଯୋଗେ ତୁକୁଡାରୁ ତାଙ୍କ ଗାଁକୁ ଫେରୁଥିଲେ। ଯାତ୍ରା ସମୟରେ ଜେରେଙ୍ଗ ଦେହୁରୀ ସାହି ଗ୍ରାମ ନିକଟରେ ୫୫ ନମ୍ବର ଏନଏଚ ରାସ୍ତାରେ ଜଣେ ବସ୍ ଚାଳକ ଭାରସାମ୍ୟ ହରାଇ ବସଟି ତଳକୁ ଖସିପଡ଼ିଥିଲା। ଫଳରେ ତାଙ୍କ ମାଆଙ୍କ ମୁଣ୍ଡ ପଛ ପାର୍ଶ୍ୱରୁ ଗୁରୁତର ଆଘାତ ଲାଗିଥିଲା। ସ