ଗତ ୫ବର୍ଷ ତଳେ ଲକ୍ଷାଧିକ ଟଙ୍କାରେ ବ୍ୟୟ ଅଟକଳରେ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ କୁମାରକାନୀ ଠାରେ ବସୁଧା ଯୋଜନାରୁ ନିର୍ମାଣ ହେଇଥୁଲା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ । ଗତ କିଛି ଦିନ ଧରି ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଣ ହେଇଥିଲା । । କିନ୍ତୁ ଗତ ୬ ମାସ ହେବ ଏହି ପ୍ରକଳ୍ପ ଅଚଳ । ଯେଉଁଥିପାଇଁ ପାନୀୟ ଜଳ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନଳକୁଅ ପାଣି ବ୍ୟବହାର ଅନୁପଯୋଗୀ । ଏନେଇ ବୁଧବାର ଅପରାହ୍ନ ୫ଟା ବେଳେ ପ୍ରତିକ୍ରିୟା ରଖିଛନ୍ତି ଗ୍ରାମବାସୀ