ନବରଙ୍ଗପୁର ପୋଲିସ ଷ୍ଟେସନ: କୃଷକ ବଜାରରେ ମା ଗଜଲକ୍ଷ୍ମୀ ପୂଜା ଅବସରରେ ଅର୍ଣ୍ଣଭୋଗର ଆୟୋଜନ 7 ହଜାର ଲୋକ କଲେ ପ୍ରସାଦ ସେବନ
କୃଷକ ବଜାରରେ ମା ଗଜଲକ୍ଷ୍ମୀ ପୂଜା ଅବସରରେ ଅର୍ଣ୍ଣଭୋଗର ଆୟୋଜନ 7 ହଜାର ଲୋକ କଲେ ପ୍ରସାଦ ସେବନ। ଆଜି ସ୍ଥାନୀୟ କୃଷକ ବଜାର କମିଟି ତରଫରୁ ମା ଗଜଲକ୍ଷ୍ମୀ ପୂଜା ଅବସରରେ ଏକ ଅର୍ଣ୍ଣପ୍ରସାଦ ବଣ୍ଟନର ଆୟୋଜନ କରାଯାଇଥିଲା। ଏହି ଅର୍ଣ୍ଣପ୍ରସାଦରେ 7000ରୁ ଅଧିକ ଲୋକ ପ୍ରସାଦ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ, ନବରଙ୍ଗପୁର ର ନଗରପାଳ ଶ୍ରୀ କୁନୁ ନାୟକ ଜିଲ୍ଲା ଉନ୍ନୟନ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ ପ୍ରମୁଖ ଯୋଗଦେଇଥିଲେ