ବଡସାହି: ଚୋରାମଦ ଚାଲାଣ ସମୟରେ ଚଢାଉକରିବାକୁ ଯାଇଥିବା ବେତନଟୀ ଅବକାରୀ ଟିମକୁ ବଣତାଳପଦା ଠାରେ ଅଟକାଇ ସଂଘବଦ୍ଧ ଆକ୍ରମଣ ଓ ଗାଡି ଭଙ୍ଗାରୁଜା,ମାମଲାରୁଜୁ
Barsahi, Mayurbhanj | Aug 7, 2025
ବେତନଟୀ ଅବକାରୀ ଥାନା ପକ୍ଷରୁ ଚୋରାମଦ ଚାଲାଣ ହେଉଥିବାର ଖବରପାଇ ପିଛାକରି ଧରିବାକୁ ଚେଷ୍ଟା କରୁଥିବା ବେଳେ ବଡ଼ସାହି ଥାନା ଅଧୀନ ବଣତାଳପଦା...