କାମାକ୍ଷାନଗର: ବାଲିଝାଟି ସ୍ଥିତ କାର୍ଯ୍ୟାଳୟରେ ରବିବାର ୧୦ଟାରେ ଦିଘୀ ପଞ୍ଚାୟତରୁ ଆସିଥିବା ଲୋକଙ୍କ କଥା ବୁଝିଲେ ବିଧାୟକ ଶତ୍ରୁଘନ ଜେନା
ବାଲିଝାଟି ସ୍ଥିତ କାର୍ଯ୍ୟାଳୟରେ ରବିବାର ୧୦ଟାରେ ଦିଘୀ ପଞ୍ଚାୟତରୁ ଆସିଥିବା ଲୋକଙ୍କ କଥା ବୁଝିଲେ ବିଧାୟକ ଶତ୍ରୁଘନ ଜେନା ।ଢେଙ୍କାନାଳ ଜିଲା କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା ରବିବାର ବାଲିଝାଟି କାର୍ଯ୍ୟାଳୟ ଠାରେ ଦିଘି ପଂଚାୟତରୁ ଆସିଥିବା ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିଲେ ।