ଭଟଲି: ଭଟଲୀ ବସ୍ତି ରେ ଆଜି ମାଁ ଜଗଜ୍ଜନନୀ ମାଁ ଦୁର୍ଗାଙ୍କ ସପ୍ତମି ପୁଜା ମହାସମାରୋହରେ ଅନୁଷ୍ଠିତ ହୋଇଛି
ଭଟଲୀ ବ୍ଲକ ଅନ୍ତର୍ଗତ ଭଟଲୀ ବସ୍ତି ରେ ଆଜି ମାଁ ଦୁର୍ଗାଙ୍କ ମେଢ ଭବ୍ୟ ଶୋଭା ପାଉଥିବା ବେଲେ ଆଜି 7:30 PM ରେ ମାଁ ଙ୍କ ସଂନ୍ଧ୍ଯାଆଲତୀ ରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ ଏବଂ ମାଁ ଦୁର୍ଗାଙ୍କ ଦର୍ଶନ କରିଥିଲେ ।