କାମାକ୍ଷାନଗର: ଭାଲୁମୁଣ୍ଡା ନିକଟରେ ଅଜଣା ଗାଡ଼ି ଧକ୍କାରେ ଅନୁଗୋଳରେ କାର୍ଯ୍ୟରତ ପୋଲିସ ଏଏସଆଇଙ୍କ ମୃତ୍ୟୁ
Kamakshyanagar, Dhenkanal | Aug 24, 2025
ଭାଲୁମୁଣ୍ଡା ନିକଟରେ ଅଜଣା ଗାଡି ଧକାରେ ଅନୁଗୁଳରେ କାର୍ଯ୍ୟରତ ପୋଲିସ ଏଏସଆଇଙ୍କ ମୃତ ରବିବାର ୧୦ଟାରେ କାମାକ୍ଷାନଗର ମେଡ଼ିକାଲରେ ପୋଲିସ କରୁଛି...