ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ସାହାପୁର ଛକ 16 ନମ୍ବର ଜାତୀୟ ରାଜପଥ ରେ ପଛ କୁ ପଛ ପିଟିହେଲା ଦୁଇ ଟ୍ରକ,ଚାପି ହୋଇଥିବା ହେଲପର କୁ ଉଦ୍ଧାର ଲୋକେ ଲୋକେ
Bhadrak Rural, Bhadrak | Sep 13, 2025
କଣ୍ଟେନର କୁ ପଛ ପଟୁ ଧକ୍କା ଦେଲା ଆଳୁ ବୋଝେଇ ଟ୍ରକ । ଟ୍ରକ୍ ଭିତରେ ଚାପି ହୋଇଥିବା ଟ୍ରକ୍ ର ହେଲପର କୁ ଗୁରୁତର ଭାବେ ଉଦ୍ଧାର କଲେ ସ୍ଥାନୀୟ...