ଭୋଗରାଇ: ହୁଗୁଳି ସ୍ଥିତ ଚନ୍ଦନେଶ୍ୱର ପୀଠରେ ଜଳାଭିଷେକ କରିବେ ଲକ୍ଷାଧିକ କାଉଡ଼ିଆ, ସ୍ଥିତି ଅନୁଧ୍ୟାନ କଲେ ଏସଡିପିଓ ଓ ତହସିଲଦାର
Bhograi, Balasore | Aug 8, 2025
ଶ୍ରାବଣ ପୂର୍ଣ୍ଣିମା ନେଇ ଭୋଗରାଇ ଚନ୍ଦନେଶ୍ୱର ପୀଠରେ ପ୍ରସ୍ତୁତି ଶେଷ । ଶ୍ରୀଜୀଉଙ୍କ ଦ୍ଵାରା ଫିଟା ନୀତି ଓ ସାହାଣ ମେଲା ଦର୍ଶନ ପାଇଁ ଅନୁମତି...