ରାଜ୍ୟ ସ୍ତରୀୟ କଳା ଉତ୍ସବ ପାଇଁ ନବରଙ୍ଗପୁର ରୁ ଭୁବନେଶ୍ୱର ବାହାରିଲା ନବରଙ୍ଗପୁର ର 9 ଜଣିଆ ଟିମ ଆସନ୍ତା 22 ଆଉ 23 ତାରିଖ ଦୁଇ ଦିନ ଧରି ଭୁବନେଶ୍ୱର ରେ ଆୟୋଜିତ ହେବ ବିଦ୍ୟାଳୟ ସ୍ତରୀୟ କଳା ଉତ୍ସବ ଏହି ପ୍ରତିଯୋଗିତା ପାଇଁ ନୃତ୍ୟ ଗୀତ ସହ ବିଭିନ୍ନ ବିଭାଗର 9 ଜଣ ପ୍ରତିଯୋଗୀ ଆଜି ମଙ୍ଗଳବାର ରାତି 8 ଟାରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି 9 ଜଣ ପ୍ରତିଯୋଗୀଙ୍କ ସହ 3 ଜଣ ଗାଇଡ଼ ଟିଚର ମଧ୍ୟ ଯାତ୍ରା କରୁଛନ୍ତି