କୋରାପୁଟ ସହର: ପ୍ରଥମ କରି କୋରାପୁଟରେ ରାଜ୍ୟ ସ୍ତରୀୟ ଓକିଲ ମାନକୁ ନେଇ ରାଜ୍ୟ ସ୍ତରୀୟ କ୍ରିକେଟ୍ ମ୍ୟାଚ୍ କୁ ନେଇ ପ୍ରତିକ୍ରିୟା ରଖିଲେ ପ୍ରଭାତ ମହାପାତ୍ର।
ଆଜି ଦିନ ଏଗାର ଟା ପାଞ୍ଚ ମିନିଟ ସମୟରେ ରାଜ୍ୟ ସ୍ତରୀୟ କ୍ରିକେଟ୍ ମ୍ୟାଚ୍ କୁ ନେଇ ପ୍ରତିକ୍ରୀୟା ରଖିଲେ କୋରାପୁଟ ବାର ଓକିଲ ସଙ୍ଘ ର ସଭାପତି ପ୍ରଭାତ ମହାପାତ୍ର। ସେ କହିଛନ୍ତି ଆମେ ଅତି ସୁନ୍ଦର ଆମେ ଆୟୋଜନ କରିଛୁ। ପ୍ରତିଦିନ ଦୁଇ ଟି ଲେଖାଏଁ ମ୍ୟାଚ ରହିଛି। ପ୍ରତିଦିନ ଦର୍ଶକ ମାନେ ଆସି ଖେଳ ଉପଦ୍ଭୋଗ କରନ୍ତୁ ବୋଲି ସେ ଅନୁରୋଧ କରିଚନ୍ତି।