ଭଦ୍ରକ ଗ୍ରାମାଞ୍ଚଳ: ଦୁଇ ଦିନିଆ ଭଦ୍ରକ ଗସ୍ତରେ ଆସି ପ୍ରଥମେ ଦିନରେ ବେଶ ଖୁସି ବ୍ୟକ୍ତ କଲେ ମହାମହିମ ରାଜ୍ୟପାଳ ହରିବାବୁ କାମ୍ଭବ ପାଟି
Bhadrak Rural, Bhadrak | Aug 19, 2025
ଭଦ୍ରକ ଗସ୍ତରେ ଆସି ବନ୍ତ ବ୍ଲକ କାଦବରଙ୍ଗ ରେ ବିଭିନ୍ନ କାର୍ଯ୍ୟକ୍ରମ ରେ ସାମିଲ ହେବା ପରେ ବେଶ ଖୁସି ବ୍ୟକ୍ତ କରିଛନ୍ତି ମହାମହିମ ରାଜ୍ୟପାଳ...