ଟିଟିଲାଗଡ: ଟିଟିଲାଗଡ଼ ପୋଲିସ ପକ୍ଷରୁ ଗଛ ଲଗାଅ ଅଭିଯାନ - କରାଗଲା ୨୦୧ ବୃକ୍ଷ ରୋପଣ
ଟିଟିଲାଗଡ଼ ପୋଲିସ ପକ୍ଷରୁ ଆଜି ବ୍ୟାପକ ମାତ୍ରାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି। ଏସଡିପିଓ ଶ୍ରୀଯୁକ୍ତ ଯଶୋବନ୍ତ ନାରାୟଣ ପ୍ରଧାନ, ଥାନାଧିକାରୀ ଶ୍ରୀମତି କଲ୍ୟାଣୀ ବେହେରାଙ୍କ ଅଧ୍ୟକ୍ଷତାରେ ଟିଟିଲାଗଡ଼ ଥାନା ପରିସରରେ ପୋଲିସ କର୍ମଚାରୀ ମାନେ ନିଜ ହାତରେ ଗଛ ଧରି ଥାନା ପରିସରରେ ବୃକ୍ଷ ରୋପଣ କରିଥିଲେ। ସେହିପରି ପଞ୍ଚାୟତ ହାଇସ୍କୁଲ ନାରେନ, ପଞ୍ଚାୟତ ହାଇସ୍କୁଲ ଖୋଲାନ, ଡିଗ୍ରୀ ମହିଳା ମହାବିଦ୍ୟାଳୟ ଓ ଜୁକ୍ତ ଦୁଇ ମହିଳା ମହାବିଦ୍ୟାଳୟରେ ସେଠାକାର ଛାତ୍ରୀ ମାନଙ୍କୁ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସବୁ ସ୍ଥାନକୁ ମିଶାଇ ସମୁଦାୟ ୨୦୧ ବୃକ୍ଷ ରୋପଣ