ରାୟଗଡା: କାଶୀପୁର ବ୍ଲକରେ ସ୍ଥାନୀୟ କୃଷି ବିଭାଗ ଏବଂ ରାଜସ୍ବ ବିଭାଗ ପକ୍ଷରୁ ବ୍ଲକରେ ଥିବା ବିଭିନ୍ନ ସାର ଓ କୀଟନାଶକ ଦୋକାନ ଉପରେ ଚଢ଼ାଉ
Rayagada, Rayagada | Sep 5, 2025
କାଶୀପୁର ବ୍ଲକ ରେ ଶୁକ୍ରବାର ଦିନ କାଶୀପୁର କୃଷି ବିଭାଗ ଏବଂ ରାଜସ୍ବ ବିଭାଗ ପକ୍ଷରୁ ବ୍ଲକ୍ ରେ ଥିବା ବିଭିନ୍ନ ସାର ଓ କୀଟନାଶକ ବ୍ୟବସାୟୀ ଙ୍କ...