ରାଉରକେଲା ମ୍ୟୁନିସିପାଲଟି: ବିର୍ଷା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍ରେ ଉଦ୍ଘାଟିତ ହେଲା ୫ ଦିନିଆ ଇ ଏମ୍ ଆର୍ ଏସ ଜାତୀୟ କ୍ରୀଡା ପ୍ରତିଯୋଗିତା
ରାଉରକେଲାରେ ଆଜି ଉଦ୍ଘାଟିତ ହୋଇଯାଇଛି ଜାତୀୟ କ୍ରୀଡା ମହୋତ୍ସବ। ବିଭିନ୍ନ ରାଜ୍ୟର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହଭାଗୀତାରେ ଏହି ଜାତୀୟ କ୍ରୀଡା ମହୋତ୍ସବ ମଂଗଳବାର ପୂର୍ବାହ୍ନରେ ରାଉରକେଲାର ବିରସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍ରେ ଧୁମଧାମ ରେ ଆରମ୍ଭ ହୋଇଛି।