ମାଲକାନଗିରି: କାଲିମେଳା ବିଜେପି କାର୍ଯ୍ୟାଳୟରେ ମଣ୍ଡଳ ସ୍ତରୀୟ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ କାଲିମେଳା ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ
ମାଲକାନଗିରି ଜିଲ୍ଲା କାଲିମେଳାରେ ମଣ୍ଡଳର "ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ" କାଲିମେଳା ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି, ଏଥିରେ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନିମାଇଁ ଚନ୍ଦ୍ର ପାଲ, ମଣ୍ଡଳ ସଭାପତି ଶ୍ରୀଯୁକ୍ତ ରାମ ଚନ୍ଦ୍ର ବେଟି, ପୂର୍ବତନ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ରତ୍ନାକର ପାଣିଗ୍ରାହୀ ଓ ଅନ୍ୟାନ୍ୟ ୨୦ରୁ ଅଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।