ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ଥାନାରେ ବିଶ୍ୱକର୍ମା ପୂଜା ଓ ଦୁର୍ଗାପୂଜାକୁ ନେଇ ଏକ ବୈଠକ ଅନୁଷ୍ଠିତ
ବୁର୍ଲା ଥାନାରେ ବିଶ୍ୱକର୍ମା ପୂଜା ଓ ଦୁର୍ଗାପୂଜାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଳ ଏହି ବୈଠକରେ ବୁର୍ଲା ଅଞ୍ଚଳର ବିଭିନ୍ନ ପୂଜା କମିଟି ସମେତ ସାଧାରଣ ଲୋକେ ମଧ୍ୟ ଉପସ୍ଥିତ ଥିଲେଲ ବୁର୍ଲା ଏସ୍ଡ଼ିପିଓ ଓ ଥାନା ଅଧିକାରୀ ପୂଜା ସମୟରେ ପୂଜା କମିଟି ମାନେ କଣ କଣ ସବୁ ପଦକ୍ଷେପ ନେବେ ସେନେଇ ଆଲୋଚନା କରାଯାଇଥିଲା। ପୂଜାକୁ କିପରି ଶାନ୍ତି ଶୃଙ୍ଖଳା ସହ ଆୟୋଜନ କରାଯିବ ସେନେଇ ସରକାରଙ୍କ ଥିବା ଗାଇଡ଼ ଲାଇନ ଗୁଡିକୁ ପାଳନ କରିବା ପାଇଁ ପୋଲିସ ପକ୍ଷରୁ ପୂଜା କମିଟିର କର୍ମକର୍ତା ମାନଙ୍କୁ କୁହାଯାଇଥିଲା l