କଟକ ପୌରାଞ୍ଚଳ: ବାଦାମବାଡ଼ି ନ୍ୟୁ ଏଲଆଇସି କଲୋନୀରେ ବାଇକ ଚୋରି, ସୋସିଆଲ ମିଡିଆରେ ଚୋରି ସମୟର ଫଟୋ ଭାଇରାଲ
Cuttack M Corp PS, Cuttack | Aug 8, 2025
କଟକ ବାଦାମବାଡ଼ି ନ୍ୟୁ ଏଲଆଇସି କଲୋନୀରେ ବାଇକ ଚୋରି ହୋଇଯାଇଛି। ଯାହାର ଫଟୋ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି। ହିରୋ ହୋଣ୍ଡା ଗ୍ଲାମର...