ବୌଦ୍ଧ ସଦର: ଆସନ୍ତା ୩ତାରିଖ ପରିବର୍ତ୍ତେ ୪ତାରିଖକୁ ଜିଲ୍ଲାପାଳ ଓ ଆରକ୍ଷୀଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ହେବାର ନେଇ ସୂଚନା ଜାରି
ଆଜି ସକାଳ ୧୧ଟା ସମୟରେ ଜିଲ୍ଲାପାଳଙ୍କ କାରଯ୍ୟାଳୟ ସୂତ୍ରରୁ ଜାରି ହୋଇଥିବା ସୂଚନା ଅନୁସାରେ l RDC ସମ୍ବଲପୁରଙ୍କ ନିର୍ଦେଶ ଅନୁଯାଇ,ଆସନ୍ତା ୩ତାରିଖ ସୋମବାର ଦିନ ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ପରିସରରେ ହେବାକୁ ଥିବା ଜିଲ୍ଲାପାଳ ଓ ଆରକ୍ଷୀଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଓ ସମାଧାନ ଶିବିରର ତାରିଖ ପରିବର୍ତ୍ତନ କରାଯାଇ ୪ତାରିଖ ମଙ୍ଗଳ ବାରକୁ କରାଯାଇଛି l ଆସନ୍ତା ୩ତାରିଖ କାର୍ତ୍ତିକ ମାସରେ ସୋମବାର ଥିବାରୁ ଏହି ଧର୍ଯ୍ୟ ଦିନକୁ ପର୍ତ୍ତନ କରାଯାଇ ୪ତାରିଖ ମଙ୍ଗଳବାରକୁ କରାଯାଇଛି l