ଆଜି ମାର୍ଚ୍ଚ 14 ତାରିଖ ଫଗୁଆ ପଡ଼ା ଗାଁ ହରି ନାମ, ହରି ସଙ୍କୀର୍ତ୍ତନରେ ଦୁଲୁକୁଛି। ସାରା ଅଞ୍ଚଳ ମହା ମନ୍ତ୍ର ଧ୍ୱନୀରେ ଆଚ୍ଛାଦିତ ହେଉଛି। ଏହି ପବନ କାର୍ଯ୍ୟକ୍ରମକୁ ଆୟୋଜନ କରିଛି ଫଗୁଆ ପଡ଼ା ଶ୍ରୀ ଶ୍ରୀ ରାଧା କୃଷ୍ଣାୟ କମିଟି। କମିଟିର ନିଷ୍ପତ୍ତି ଓ ଅନୁରୋଧ କ୍ରମେ ଏହି ଅଖଣ୍ଡ ଅଷ୍ଟ ପ୍ରହର କର୍ତ୍ତା ଓ କର୍ତ୍ରୀର ଦାୟିତ୍ଵ ନିଭାଉ ଛନ୍ତି ଶ୍ରୀକାନ୍ତ ପଟେଲ ଓ ତାଙ୍କ ସହ ଧର୍ମିଣୀ ପଦ୍ମିନୀ ପଟେଲ। ତେବେ ଏହି ପବିତ୍ର ହରିନମ ସଙ୍କୀର୍ତ୍ତନ ଗତ କାଲି ଠାରୁ ଆରମ୍ଭ ହୋଇ ଆସନ୍ତା କାଲି ସମାପ୍ତି ନେବ। ଆସନ୍ତା କାଲି ନାମ ସମାପନ, ପୂର୍ଣ୍ଣାହୁତି, ଦଧି ଭାଣ୍ଡ ଭଞ୍ଜନ ଓ ମହାପ୍ରସାଦ