Public App Logo
Jansamasya
Haryana
Sambalpur
Cyclone
���ादी
Crimenews
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
���ोगी_आदित्यनाथ
Sonunigam
Arvindkejriwal
Jajpur
Rajasthannews
���ोधपुर
Rahul
Indianews
���ंगाल
No video available

ସୁନ୍ଦରଗଡ ସହର: ବିଲେଇମୁଣ୍ଡା ଛକ ଠାରେ ବେଆଇନ ବାଣ ଦୋକାନରେ ପୋଲିସର ଚଢଉ, ବିପୁଳ ପରିମାଣର ବାଣ ଜବତ

ବିଲାଇମୁଣ୍ଡା ଛକ ଠାରେ ବେଆଇନ ବାଣ ଦୋକାନ ରେ ପୁଲିସ ର ଚଢାଉ ବିପୁଳ ପରିମାଣ ର ବାଣ ଜବତ... ଆଜି ଅପରାହ୍ନ 3 ଟା ସମୟରେ ହେମଗିର ଥାନା ଅନ୍ତର୍ଗତ ବିଲାଇମୁଣ୍ଡା ଛକ ଠାରେ ବେଆଇନ ବାଣ ଦୋକାନ ରେ ହେମଗିର ପୁଲିସ ଚଢାଉ କରିଥିବା ର ଜଣା ପଡ଼ିଚି, ଚଢାଉ ରେ ବିପୁଳ ପରିମାଣ ର ବାଣ ପୁଲିସ ଦ୍ଵାରା ଜବତ କରିବା ସହ ବାଣ ଦୋକାନ ର 3 ଜଣ ମାଲିକ ଉପରେ ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ର ଜଣା ପଡ଼ିଚି..