ସହର ରେ ଆୟୋଜିତ ବାଲାଜୀ ସମାଜ ର କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ବିଧାୟକ ସହର ର ବାଲାଜୀ ସମାଜ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା, ଏହି ଅବସର ରେ ଅତିଥି ରୂପେ ଯୋଗଦେଇଥିଲେ ନବରଙ୍ଗପୁର ବିଧାୟକ, ବାଲାଜୀ ସମାଜ ପକ୍ଷରୁ ବିଧାୟକ ଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା, ନବରଙ୍ଗପୁର ବିଧାୟକ ବାଲାଜୀ ସମାଜ ର ବରିଷ୍ଠ ନାଗରିକ ଙ୍କ ସହ ବିଭିନ୍ନ ପ୍ରସଙ୍ଗ କୁ ନେଇ ବହୁ ସମୟ ଧରି ଆଲୋଚନା କରିଥିଲେ, ବିଧାୟକ ଙ୍କୁ ପାଖରେ ପାଇଁ ଖୁସି ପ୍ରକାଶ କରିଥିଲେ ବାଲାଜୀ ସମାଜ ର ପ୍ରତ୍ୟେକ ସଦସ୍ୟ