କେନ୍ଦୁଝର ସହର: କେନ୍ଦୁଝର ସିଦ୍ଧ ଜଗନ୍ନାଥ ଙ୍କ ବ୍ୟଞ୍ଜନ ଦ୍ଵାଦଶୀ, ଏକ ଶହରୁ ଉର୍ଦ୍ଧ ପ୍ରକାରର ବ୍ୟଞ୍ଜନରେ ଆପ୍ୟାୟିତ ହେଲେ ପ୍ରଭୁ ସିଦ୍ଧ ଜଗନ୍ନାଥ
କେନ୍ଦୁଝର ସିଦ୍ଧ ଜଗନ୍ନାଥ ଙ୍କ ବ୍ୟଞ୍ଜନ ଦ୍ଵାଦଶୀ, ଏକ ଶହରୁ ଉର୍ଦ୍ଧ ପ୍ରକାରର ବ୍ୟଞ୍ଜନରେ ଆପ୍ୟାୟିତ ହେଲେ ପ୍ରଭୁ ସିଦ୍ଧ ଜଗନ୍ନାଥ | ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।