ଢେଙ୍କାନାଳ ସଦର: ଦଧିସିଙ୍ଗା ଗାଁରେ ଦୋକାନ ସମ୍ମୁଖରୁ ବାଇକ ଚୋରି, ସିସିଟିଭିରେ ଚୋରି ସମୟର ଦୃଶ୍ୟ କଏଦ
Dhenkanal Sadar, Dhenkanal | Aug 17, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଦଧିସିଙ୍ଗା ଗ୍ରାମ ବିଅର ପାର୍ଲୋର ସମ୍ମୁଖରେ ଥିବା ଏକ ବାଇକକୁ ଦୁଇ ଜଣ ଦୁବ୍ରୃତ୍ତ ଚୋରି କରି ନେଇଛନ୍ତି।...