ଢେଙ୍କାନାଳ ସଦର: କଳିଙ୍ଗାପାଳ ଗ୍ରାମ ନିକଟରେ ଶିଶୁ ମହୋତ୍ସବ ଅନୁଷ୍ଠିତ
ଢେଙ୍କାନାଳ ହିନ୍ଦୋଳ କଳିଙ୍ଗାପାଳ କ୍ଲଷ୍ଟର ଅଧିନସ୍ଥ ପି ଏମ ଶ୍ରୀ ନବପାଳି ହାଇସ୍କୁଲ ପରିସରରେ ଆଜି ଦିନ 10ରୁ ପାରା୍ରହଣ 4 ପର୍ଯ୍ୟନ୍ତ ଦିବସ ବ୍ୟାପି ଶିଶୁ ମହୋଛବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠାନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶୁଭଶ୍ରୀ ସାହୁ. 10 ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ପ୍ରତେକ ବିଦ୍ୟାଳୟରୁ 150 ଛାତ୍ର ଛାତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଯତୀନ୍ଦ୍ର ନାଥ ବେହେରା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଦୀପ୍ତ ବିଶ୍ୱାଳ. ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୃରାସ୍କର ବିତରଣ କାର୍ଯ୍ୟକ୍ରମ ରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସରପ୍ର