ଝାରସୁଗୁଡା: ହୋଟେଲ ଉତ୍କଳ କଣ୍ଟିନେଣ୍ଟାଲରେ ପୂର୍ବତନ ବାରବାଟୀ ବିଧାୟକଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ଓ ସଦସ୍ୟଙ୍କ ଆଲୋଚନା
ଶୁକ୍ରବାର ଦିନ 12 ଟା ସମୟରେ ଝାରସୁଗୁଡା ଉତ୍କଲ କଣ୍ଟିନେଣ୍ଟାଲ ହୋଟେଲ ରେ ପୂର୍ବତନ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ପ୍ରଧାନ ଓ ବରିଷ୍ଠ ସଦସ୍ୟମାନେ ବିଭିନ୍ନ ସାଙ୍ଗଠନିକ ମୁଦ୍ଦା ନେଇ ଆଲୋଚନା କରିଛନ୍ତି l ମହମ୍ମଦ ମୋକିମ ଝାରସୁଗୁଡା ଗସ୍ତରେ ଆସିଥିବାବେଳେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ପ୍ରଧାନ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶାହରୁଖ ଖାନ, ପୂର୍ବତନ ଜିଲ୍ଲା ସଭାପତି ଭରତ ଅବସ୍ତି, ବରିଷ୍ଠ ସଦସ୍ୟ ସତ୍ୟ ପ୍ରକାଶ ମହାନ୍ତି ପ୍ରମୁଖଙ୍କ ସହ କଂଗ୍ରେସ ସଦସ୍ୟମାନେ ଝାରସୁଗୁଡା ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲ ରେ ଆଲୋଚନ କରିଛନ୍ତି