ବିଦ୍ୟାଳୟ ଆକାଉଣ୍ଟ ଟଙ୍କା ଥାଇ ମଧ୍ୟ ବିଦ୍ୟାଳୟ ର ଉନ୍ନତୀ କାର୍ଯ୍ୟ ରେ ବିନିଯୋଗ ହୋଇ ପାରୁନାହିଁ ସେନେଇ ଆଜି ଆନନ୍ଦପୁର ପୌରପାଳିକା ୧୨ ନଂ ୱାଡ ର ଅଧିବାସୀ ଏକତ୍ରିତ ହୋଇ ଆନନ୍ଦପୁର ବ୍ଲକ୍ ରେ ଚାଲିଥିବା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଟଙ୍କା କୁ ବିଦ୍ୟାଳୟ ର ଉନ୍ନତୀ ମୂଳକ କାର୍ଯ୍ୟରେ ଶୀଘ୍ର ଲଗାଇବାକୁ ଲିଖିତ ଦେଇଛନ୍ତି।