କଟକ ପୌରାଞ୍ଚଳ: ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଶବ ରଖି ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ, କ୍ଷତିପୂରଣ ପାଇଁ ଦାବି
Cuttack M Corp PS, Cuttack | Aug 9, 2025
କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ମୃତକଙ୍କ ଶବକୁ ରଖି ରାସ୍ତାରୋକ କରିଛନ୍ତି ପର୍ଶୁରାମ ଗ୍ରାମବାସୀ।...